ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣାଧୀନ: କ୍ୟାପିଟାଲ ହସ୍‌ପିଟାଲରେ ରୋଗୀ ସଂଖ୍ୟା ବଢ଼ୁଛି

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣାଧୀନ ବୋଲି କୁହାଯାଉଛି। କିନ୍ତୁ କ୍ୟାପିଟାଲ ହସ୍‌ପିଟାଲରେ ଗତ କିଛି ଦିନ ହେଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ୧୨୦ ନମୁନା ପରୀକ୍ଷା ହେଉଥିବା ବେଳେ ୨୫ ରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା.ଲକ୍ଷ୍ମୀଧର ସାହୁଙ୍କ ସୂଚନା ଅନୁସାରେ ଦୈନିକ ହରାହାରି ୨୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଏଠାରେ ଚିକିତ୍ସିତ ହେଉଛନ୍ତି। ଆଜି ୧୮ … Continue reading ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣାଧୀନ: କ୍ୟାପିଟାଲ ହସ୍‌ପିଟାଲରେ ରୋଗୀ ସଂଖ୍ୟା ବଢ଼ୁଛି